ପୁରୀ ଠାରୁ ୫୯୦ କିଲୋମିଟର ଦୂରରେ ସାମୁଦ୍ରିକ ବାତ୍ୟା ‘ଅସାନି’ : ୧୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ରହି ପରେ ଦୁର୍ବଳ ହେବ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ଏବଂ ଏହାର ଆଖପାଖ ଦକ୍ଷିଣ ବଙ୍ଗୋପସାଗର ଉପରେ ରହିଥିବା ଉପରେ ଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ଏବେ ଓଡ଼ିଶାର ଦକ୍ଷିଣରେ ପୁରୀ ଠାରୁ ୫୯୦ କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥିଲା ଏବଂ ଆଜି, ୯ ମେ, ଅପରାହ୍ନ ୨ଟା ୩୦ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ … Continue reading ପୁରୀ ଠାରୁ ୫୯୦ କିଲୋମିଟର ଦୂରରେ ସାମୁଦ୍ରିକ ବାତ୍ୟା ‘ଅସାନି’ : ୧୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ରହି ପରେ ଦୁର୍ବଳ ହେବ